Chautisha
ମନବୋଧ ଚଉତିଶା , ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ କୃତ ଏବଂ କଣ୍ଠଦାନ କରିଛନ୍ତି ରବୀନ୍ଦ୍ର ମହାପାତ୍ର,ଶୈଳଭାମା ମହାପାତ୍ର । ମଣିଷ ଜୀବନ ନିମିଷମାତ୍ର, ଏ ଶରୀର ମାଟିର, ପୁନଶ୍ଚ ଦିନେ ମାଟିରେ ମିଶିଯିବ । ତେଣୁ ସତ ,ଚିଦ,ଆନନ୍ଦକୁ ଉପଲବ୍ଧି କର ମନବୋଧ ଚଉତିଶା , ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ କୃତ ଏବଂ କଣ୍ଠଦାନ କରିଛନ୍ତି ରବୀନ୍ଦ୍ର ମହାପାତ୍ର,ଶୈଳଭାମା ମହାପାତ୍ର । ମଣିଷ ଜୀବନ ନିମିଷମାତ୍ର, ଏ ଶରୀର ମାଟିର, ପୁନଶ୍ଚ ଦିନେ ମାଟିରେ ମିଶିଯିବ । ତେଣୁ ସତ ,ଚିଦ,ଆନନ୍ଦକୁ ଉପଲବ୍ଧି କରିବା ପାଇଁ ମନକୁ ସର୍ବଦା ବିଭୁ ପାୟରେ ସମର୍ପିତ କରିବାକୁ ହେବ । ଏ ସଂସାରର ମାୟାରେ ବୁଡି ନଯାଇ ନିଜକୁ ଇଶ୍ଵର ପ୍ରେମୀ କରିବାକୁ ହେବ। Read More Read Less