Kunwari Bohu
ଗୋଟେପଟେ ଶ୍ରଦ୍ଧା ଓ ସାଇ ଜୀବନରେ ଅନେକ ଦିନପରେ ଖୁସିର ମୂହୂର୍ତ୍ତ ଫେରିଛି | ଅନ୍ୟପଟେ ଲକ୍ଷ୍ମୀ କୁ ମାରିବା ପାଇଁ ବିଛାଯାଇଥିବା ଜାଲରୁ ବଞ୍ଚିଯାଇଛି ଲକ୍ଷ୍ମୀ | ନିଜ ଷଡ଼ଯନ୍ତ୍ର ବିଫଳ ହେବା ପରେ ଏବେ କ’ଣ କରିବ ଦାମିନୀ ? ଗୋଟେପଟେ ଶ୍ରଦ୍ଧା ଓ ସାଇ ଜୀବନରେ ଅନେକ ଦିନପରେ ଖୁସିର ମୂହୂର୍ତ୍ତ ଫେରିଛି | ଅନ୍ୟପଟେ ଲକ୍ଷ୍ମୀ କୁ ମାରିବା ପାଇଁ ବିଛାଯାଇଥିବା ଜାଲରୁ ବଞ୍ଚିଯାଇଛି ଲକ୍ଷ୍ମୀ | ନିଜ ଷଡ଼ଯନ୍ତ୍ର ବିଫଳ ହେବା ପରେ ଏବେ କ’ଣ କରିବ ଦାମିନୀ ?