Kunwari Bohu
ବିବେକ ଶ୍ରାଦ୍ଧର ମଉକାରେ ଦେବିକାରାଣୀ ଚକ୍ରଧର ପରିବାରକୁ ନିମନ୍ତ୍ରଣ କରି ସବୁ ଶତ୍ରୁତାକୁ ଶେଷ କରିବାର ନିଷ୍ପତ୍ତି ନିଏ | ଚକ୍ରଧର ଓ ପରିବାର ମଧ୍ୟ ଦେବିକାରାଣୀର ନିମନ୍ତ୍ରଣକୁ ମାନି ନିଅନ୍ତି | ଏ ନିମନ୍ତ୍ରଣ ପଛରେ କ’ଣ ଲୁଚିରହିଛି ଦେବିକା ବିବେକ ଶ୍ରାଦ୍ଧର ମଉକାରେ ଦେବିକାରାଣୀ ଚକ୍ରଧର ପରିବାରକୁ ନିମନ୍ତ୍ରଣ କରି ସବୁ ଶତ୍ରୁତାକୁ ଶେଷ କରିବାର ନିଷ୍ପତ୍ତି ନିଏ | ଚକ୍ରଧର ଓ ପରିବାର ମଧ୍ୟ ଦେବିକାରାଣୀର ନିମନ୍ତ୍ରଣକୁ ମାନି ନିଅନ୍ତି | ଏ ନିମନ୍ତ୍ରଣ ପଛରେ କ’ଣ ଲୁଚିରହିଛି ଦେବିକାରାଣୀର କିଛି ଚକ୍ରାନ୍ତ ? Read More Read Less